ଜଟିଳ ହେଉଛି ଦାରୁଠେଙ୍ଗ ଡମ୍ପିଂୟାର୍ଡ ସମସ୍ୟା : ୧୪ ବର୍ଷ ହେଲା ବିବାଦ ତୁଟିପାରୁନି

ଭୁବନେଶ୍ବର: ଦାରୁଠେଙ୍ଗ ଡମ୍ପିଂୟାର୍ଡ ସମସ୍ୟା ସମାଧାନ ହେବା ନାଁ ଧରୁନି। ବର୍ଷ ବର୍ଷ ଧରି ବରିଷ୍ଠ ଅଧିକାରୀମାନେ ଆଲୋଚନାକୁ ନ ଯିବାରୁ ପରିସ୍ଥିତି ଅଣାୟତ୍ତ ହୋଇଯାଇଛି। ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ପରେ ସମାଧାନର ବାଟ ଏକ ପ୍ରକାର ବନ୍ଦ ହୋଇ ଯାଇଛି। ତେବେ ୧୬ ତାରିଖ ଦିନ ବିଏମ୍‌ସିରେ ଗ୍ରାମବାସୀଙ୍କୁ ନେଇ ଆଲୋଚନା ହେବାକୁ ଯାଉଛି। ଗୋଟିଏ ପଟେ ଟିଟିଏସ୍‌ ଭର୍ତ୍ତି ହେବାକୁ ଯାଉଛି ଅନ୍ୟପଟେ ଆବର୍ଜନା ଅନ୍ୟ କେଉଁଠି … Continue reading ଜଟିଳ ହେଉଛି ଦାରୁଠେଙ୍ଗ ଡମ୍ପିଂୟାର୍ଡ ସମସ୍ୟା : ୧୪ ବର୍ଷ ହେଲା ବିବାଦ ତୁଟିପାରୁନି